~ ଓଡ଼ିଆରେ ଟାଇପ କେମିତି କରିବେ ~

ଲେଖନୀ ଓଡ଼ିଆ କି-ବୋର୍ଡ଼:


Odia Lekhani keyboard layout by Subhashish Panigrahi, CC BY-SA 3.0, via Wikimedia Commons

ଫୋନେଟିକ (ଉଚ୍ଚାରଣ ଅନୁସାରେ ଟାଇପିଂ) ବା ଲେଖନୀ ଓଡ଼ିଆରେ ଲେଖିବା ପାଇଁ ଏକ ଟାଇପିଙ୍ଗ ଉପକରଣ ଯାହା ଓଡ଼ିଆ ଉଇକିପିଡ଼ିଆରେ ଟାଇପ କରିବାପାଇଁ ବ୍ୟବ‌ହୃତ ହୋଇଥାଏ । ଏଥିରେ ଧ୍ୱନୀର ଉଚ୍ଚାରଣ ଅନୁସାରେ ଟାଇପ କରାଯାଇଥାଏ (ଯ‌ଥା କି ନିମନ୍ତେ ki, ଆଦି) । ତଳେ ଆପଣଙ୍କ କି-ବୋର୍ଡ଼ର କେଉଁ କି ବ୍ୟବ‌ହାର କରି କେଉଁ ଓଡ଼ିଆ ଅକ୍ଷର ଟାଇପ କରିହେବ ତାହା ଦେଖନ୍ତୁ ।

କିବୋର୍ଡ଼ରେ ଅକ୍ଷର ସଜାଣି

ସ୍ୱରବର୍ଣ୍ଣ:

a aa i I u U
e ai/ E o au/ O R RR
ଅଁଳା ସଂସାର ଦୁଃଖ
X aMMLa M sMsar H duHkh

ବ୍ୟଞ୍ଜନ ବର୍ଣ୍ଣ:

k kh g gh NG
c Ch j jh Ng
T Th D Dh N
t th d dh n
p ph/F b bh/v m
y r l w S
କ୍ଷ
X s h L x
ଜ୍ଞ ଡ଼ ଢ଼
Z q Q

ମାତ୍ରା:

କା କି କୀ କେ କୈ କୁ କୂ କୋ କୌ
ka ki kI ke kE ku kU ko kou
କୃ କ୍ର କ୍ରା କ୍ରି କ୍ରେ କ୍ରୋ କ୍ରୀ କ୍ରୌ କ୍ରୈ
kR kzr kzra kzri kzre kzro kzrI kzrou kzrE

ଯୁକ୍ତାକ୍ଷର:

କ୍କ ଦ୍ଦ ଦ୍ଧ ଚ୍ଚ ଚ୍ଛ ଜ୍ଜ ଜ୍ଝ
kk dd ddh cc cch jj jjh
ଟ୍ଟ ଡ୍ଡ ଣ୍ଣ ପ୍ପ ଭ୍ଭ ବ୍ଦ ବ୍ଧ
TT DD rzNzN pp bhzbh bzd bzdh

ଉଦାହରଣ:

ଯୁକ୍ତାକ୍ଷର ସବୁ ଲେଖିବା ପାଇଁ " z "ର ବ୍ୟବହାର କରି ଲେଖିହେବ । ଯଥା:

  • ସ୍ୱର୍ଣ୍ଣ = swrzNzN
  • ପ୍ରତି = p z rti
  • ପ୍ରୌଢ଼ = p z rouQ

କେତେକ ଯୁକ୍ତାକ୍ଷର:

ଧ୍ୱଂସ ସ୍ୱର୍ଣ୍ଣ ପ୍ରୌଢ଼ ଗାର୍ହସ୍ଥ୍ୟ ଅସ୍ତ୍ର ମର୍ତ୍ତ୍ୟ
dhvMs svrzNzN pzrouQ garzhszthy asztzr mrztty
କର୍ତ୍ତ୍ରୀ ଉର୍ଦ୍ଧ୍ୱ ଧୈର୍ଯ୍ୟ ସମ୍ଭ୍ରାନ୍ତ ବତ୍ସ ପାରିପାର୍ଶ୍ୱିକ
krzttzrI Urzddhv dhErzJy smzbhzranzt btzs pariparzSvik

ଓଡ଼ିଆ Transliteration:

ବ୍ୟବହାରକାରୀ Transliteration ବ୍ୟବହାର କରି ଇଂରାଜୀ କି-ବୋର୍ଡ଼ରେ ଟାଇପ କଲେ ଓଡ଼ିଆରେ ଲେଖିହୋଇଯିବ । ଓଡ଼ିଆର ଉଚ୍ଚାରଣ ଅନୁସାରେ ଏହା କାମ କରେ ଆଉ ଲେଖିଲାବେଳେ ଖୁବ ସହଜରେ ଓଡ଼ିଆରେ ଲେଖିହୁଏ ।

ସ୍ୱରବର୍ଣ୍ଣ (Vowels):

a aa i I u U
e ai o au R

ବ୍ୟଞ୍ଜନ ବର୍ଣ୍ଣ (Consonants):

ka kha ga gha NGa
ca Cha ja jha Nga
Ta Tha Da Dha Na
ta tha da dha na
pa pha/fa ba bha ma
Ya ra la va Sa
କ୍ଷ
sha sa ha La xa
ଜ୍ଞ ଡ଼ ଢ଼
Qa Daz Dhax

ମାତ୍ରା:

କା କି କୀ କୁ କୂ କେ କୈ କୋ କୌ
kA ki kI ku kuu/ kU ke kai/ kE ko kou

ଚନ୍ଦ୍ରବିନ୍ଦୁ, ଅନୁସ୍ଵାର, ବିସର୍ଗ ଓ ହଳନ୍ତ:

ଅଁଳା ସଂସାର ଦୁଃଖ ତତ୍‌କ୍ଷଣ
aXLA saMsAra duHkha tat_kshaNa

ଯୁକ୍ତାକ୍ଷର:

କ୍କ କ୍ଖ ଗ୍ଗ ଚ୍ଚ ଚ୍ଛ ଜ୍ଜ ଜ୍ଝ ଜ୍ଞ
kka kkha gga cca ccha jja jjha qa
ଟ୍ଟ ଡ୍ଡ ଣ୍ଣ ପ୍ପ ବ୍ବ ଭ୍ଭ ବ୍ଦ ବ୍ଧ
TTa DDa NNa ppa bba bhbha bda bdha